देश के विकास में महत्वपूर्ण भूमिका निभाने वाली तालचेर शहर कितनी सुरक्षित
अनुराग आचार्य (व्योरोचीफ)
देश के आर्थिक विकास में तालचेर का योगदान अतुल्यनीय है।
इसमें कोई दो राय नही कि देश के आर्थिक विकास में तालचेर और तालचेर निवासियो का बहुत बड़ा योगदान है। तालचेर के कोयला खानों के लिए स्थानीय लोगों ने अपने खेतीहर, घरबाडी़ का बलिदान किया है।
पर वर्तमान स्थिति यह कहती है कि अंचल के दो लाख लोगों का जान जोखिम में है।
तुर्की में हुए भूकंप में लोगों की बेशकीमती जान चली गई। बड़ी-बड़ी इमारतें जमीनदोज हो गई। तुर्की में आए इस भूकंप ने तालचेर के लोगों की नींद उडा़ दी है। तालचेर निवासी भूमिगत कोयला खदानों को लेकर चिंतित हैं। तालचेर शहर में ब्रिटिश शासन काल में से बहुत सारे भूमिगत कोयले खानों से कोयले का उत्पादन कर इसे निर्यात किया।लेकिन अब भूमिगत खानों में बने खाली जगह को रेत से नहीं भरी गई।
इसी तरह तलचेर शहर में हंडीधुआ, चंपापोशी, देलबेड़ा के भूमिगत खदानों से कोयला निकालने के बाद अब इन खादानो में काम बंद कर दिया गया है, इसी तरह डेरा, नंदिरा भूमिगत कोयला खदानों से एमसीएल द्वारा कोयला निकाला जा रहा है।
इन भूमिगत कोयला खदानों में सरकारी नियमों के अनुसार कोयला निकालने के बाद खाली जगहों को बोरिंग कर बालू से भर देना चाहिए। लेकिन कोयला निकासी से खली हुए जगह की तुलना में बालू नहीं भरा जाने के कारण भूमिगत खाली जगहे गुफा नुमा हो गया है।
एमसीएल की ओर से ब्राह्मणी नदी से बालू लीज पर लिया जा रहा है ताकि कोयला निकासी से भू गर्भ में बने खाली जगह को पाटा जा सके। इसके लिए एमसीएल ने बालू भराई के लिए बड़ी संख्या में श्रमिकों को काम पर रखा है, लेकिन यह संदेहास्पद है कि खाली पड़ी भू गर्भ में बालू भरी जा रही है या नहीं। इससे पहले विधायक कल्पतरु दास ने विधानसभा में प्रश्न संख्या 350 में इसे उठाया था,जिसके उत्तर में तत्कालीन खान मंत्री रघुनाथ मोहंती ने कहा था कि 41.80% बालू भरा गया है।
इस बाबत मुख्यमंत्री नवीन पटनायक और तत्कालीन खान मंत्री पीयूष गोयल को 10/03/2017 में पत्र संख्या 7/3019 में इस घटना से अवगत कराया गया था,पर नतिजा शुन्य रहा।
तालचेर शहर में चार दशकों के भीतर बीसो जगह भूमि दबने की घटना ने शहर वासियों को भयभीत कर रखा है। शहर वासियों को डर है कि एक ना एक दिन वे भी तुर्की की तरह जमीन के नीचे दब जाएंगे।
तालचेर के हांडीधुआ, देउलबेडा़ जैसे खान प्रभावित क्षेत्र में खाली जगहो को बालू से ना भरने की वजह से भविष्य में भू स्खलन होने की घटना से इंकार नही किया जा सकता है।
इस संबंध में कटक के सांसद भद्रहरि महताब सरकार द्वारा सरकार का ध्यान आकर्षण किया है।
उन्होने यह भी जानकारी दी है कि 1998 से हाडिधुआँ कोयला खान बंद कर दिया गया है। जहाँ बालू भरा जाना था,यहाँ जरूरत के मुताबिक बालू नही भरा गया है, इस जगह अभी भी 152855 क्यूबिक मीटर जगह खाली है जिसमें बालू भरा जाना चाहिए था। उसी तरह देउलबेडा़ खान 2006 से बंद कर दिया गया है।यहाँ भी बालू भरने के बाद 224300 क्यूबिक मीटर खाली जगह बच गई है जिनमें बालू भरा जाना चाहिए था। इस आंकडे ने साफ कर दिया है कि इस तरह की लापरवाही से तालचेर वासी कितने सुरक्षित है। यहाँ प्रश्न उठाना गलत ना होगा कि जिस शहर ने देश के आर्थिक, औद्योगिक क्षेत्र में विकास के लिए महत्वपूर्ण भूमिका निभाई है उस शहर की जनता कितनी सुरक्षित है।
---------------------------------------------------------------------------------------ତାଳଚେରବାସୀଙ୍କ ତ୍ୟାଗରେ ଦେଶ ବିକଶିତ
ଦୁଇଲକ୍ଷ ଜୀବନ ସଙ୍କଟାପନ୍ନ
ତାଳଚେର: ତୁର୍କୀରେ ଭୂମିକମ୍ପ ଘଟି ବହୁମୂଲ୍ୟବାନ୍ ଜୀବନ ଚାଲିଯାଇଥିବା ବେଳେ ବଡ଼ବଡ଼ ଅଟ୍ଟାଳିକାମାନ ମାଟିରେ ଧରାଶାୟୀ ହେବା ଘଟଣା ଘଟିବା ପରେ ଏବେ ଏହାକୁ ନେଇ ତାଳଚେର ଅଂଚଳବାସୀଙ୍କ ମନରେ ଭୂତଳ କୋଇଲା ଖଣି ଗୁଡ଼ିକ ଫମ୍ପା ଥିବାରୁ ସେଥିନେଇ ଆଶାଙ୍କାରେ ତାଳଚେର ଅଂଚଳବାସୀ । ବ୍ରିଟିଶ ଅମଳରୁ ତାଳଚେର ସହର ଭୂଗର୍ଭରୁ ପ୍ରଚୁର କୋଇଲା ଉତ୍ପାଦନ କରି ବାହାରକୁ ରପ୍ତାନୀ କରିଥିବା ବେଳେ ଏହି ଭୂଗର୍ଭ ସ୍ଥିତ ଫାଙ୍କା ସ୍ଥାନମାନଙ୍କରେ ସେହି ପରିମାଣରେ ବାଲି ଭର୍ତି କରାଯାଉନଥିବାରୁ ଏବେ ସେଗୁଡ଼ିକ ଫମ୍ପା ରହିଛି । ସେହିଭଳି ତାଳଚେର ସହର ସ୍ଥିତ ବ୍ରିଟିଶ ଅମଳରୁ ବେଧଡ଼କ ଭାବେ ହାଣ୍ଡିଧୂଆଁ, ଚମ୍ପାପଶି, ଦେଲବେଡ଼ା ଭୂତଳ ଖଣିରୁ କୋଇଲା ନେଇ ସାରିବା ପରେ ଏଗୁଡ଼ିକ ଏବେ ବନ୍ଦହୋଇ ରହିଥିବା ବେଳେ ସେହିଭଳି ଡ଼େରା, ନନ୍ଦିରା ଭୂତଳ କୋଇଲା ଖଣିରୁ ଏମସିଏଲ ଦ୍ୱାରା କୋଇଲା ଉତୋଳନ ହୋଇଚାଲିଛି । ଏହି ଭୂତଳ କୋଇଲା ଖଣି ଗୁଡ଼ିକରେ ସରକାରଙ୍କ ନିୟମ ଅନୁଯାୟୀ କୋଇଲା ଉତୋଳନ ପରେ ସେହି ଫାଙ୍କା ସ୍ଥାନ ଗୁଡ଼ିକରେ ସମ ପରିମାଣରେ ବୋରିଙ୍ଗ କରାଯାଇ ବାଲି ଭର୍ତି କରାଯିବା କଥା । ମାତ୍ର ସେହି ତୁଳନାରେ ବାଲିଭର୍ତି କରାଯାଉ ନଥିବାରୁ ଭୂଗର୍ଭ ଫାଙ୍କା ସ୍ଥାନ ଗୁଡ଼ିକ ଫମ୍ପା ରହିଛି । ଏମସିଏଲ ପକ୍ଷରୁ ଏହି ଫାଙ୍କା ସ୍ଥାନରେ ବାଲିଭର୍ତି କରିବାକୁ ବ୍ରାହ୍ମଣୀ ନଦୀରୁ ବାଲି ଲିଜ୍ ନିଆଯାଇ ଭୂଗର୍ଭକ୍ମ୍ା ସ୍ଥାନରେ ଭର୍ତି କରାଯାଉଛି । ମାତ୍ର ଏମସିଏଲ ପକ୍ଷରୁ ବାଲିଭର୍ତି ହେବା ସ୍ଥାନରେ ବ୍ୟାପକ କର୍ମଚାରୀ ନିଯୁକ୍ତି କରାଯାଇଥିଲେ ମଧ୍ୟ ଗୋଟିଏ ଦିନରେ ଏକ ଟ୍ରିପ୍ ବାଲି ଭିତରକୁ ଛଡ଼ା ଯାଉଛି ନା ନାହିଁ ତାହା ସନ୍ଦେହ ଘେରରେ । ପୂର୍ବରୁ ଏହାକୁ ବିଧାୟକ କଳ୍ପତରୁ ଦାସ ବିଧାନସଭାରେ ତାରକା ପ୍ରଶ୍ନ ନମ୍ବର ୩୫୦ରେ ପ୍ରଶ୍ନ ଉଠାଇଥିଲେ ଓ ତତ୍କାଳନ ଖଣିମନ୍ତ୍ରୀ ରଘୁନାଥ ମହାନ୍ତି ୪୧.୮୦% ବାଲି ଭର୍ତି କରାଯାଇଛି । ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କରେ ୧୦/୦୩/୨୦୧୭ ମସିହାରେ ପତ୍ର ନଂ-୭/୩୦୧୯ ତତ୍କାଳୀନ ଖଣିମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ମଧ୍ୟ ଏନେଇ ଚିଠି ଦ୍ୱାରା ଅବଗତ କରାଇଥିଲେ ମଧ୍ୟ ଫଳଶୂନ! ତାଳଚେର ସହର ୪ଦଶନ୍ଧି ମଧ୍ୟରେ ୨୦ରୁ ଉର୍ଦ୍ଧ୍ୱ ସ୍ଥାନରେ ମାଟିଦବି ଲୋକଙ୍କୁ ଭୟଭିତ କରିବା ସହିତ ତାଳଚେର ଦିନେ ନା ଦିନେ ଭୂତଳ କୋଇଲା ଖଣି ଗର୍ଭରେ ଲୀନ ହୋଇଯିବ ବୋଲି ଅହରହ ଚିନ୍ତା ପ୍ରକଟ କରିଥାନ୍ତି ।
ତେବେ ତାଳଚେର କୋଇଲା ଖଣି ଅଂଚଳରେ ହାଣ୍ଡିଧୂଆଁ ଓ ଦେଉଳବଡ଼ା ଖଣିଭିତରେ ବାଲିଭର୍ତି କରାଯାଉ ନଥିବାରୁ କେତେ ବେଳେ ଭୂଖଳନ ହେବାର ଆଶଙ୍କା ରହିଛି । ଏସଂକ୍ରାନ୍ତରେ ଗତ ୬ତାରିଖରେ ଲୋକସଭାରେ କଟକ ସାଂସଦ ଭଦ୍ରହରି ମହତାବ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଘଟଣା ତାଳଚେରବାସୀ ଏଥିନେଇ ଶ୍ରୀ ମହତାବଙ୍କୁ ଧନ୍ୟବାଦ୍ ଜଣାଇବା ସହ ଏହାକୁ ନେଇ ତାଳଚେରବାସୀ ଆଶା ଆଶଙ୍କାରେ । ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ୧୯୯୮ରୁ ହାଣ୍ଡିଧୂଆଁ କୋଇଲା ଖଣି ବନ୍ଦ ହୋଇଥିଲେ ମଧ୍ୟ ୫୮୫୦୦ କ୍ୱିଭିକ୍ ବାଲିଭର୍ତି ହେବା ଜାଗାରେ ଏବେ ଯାଏ ୪୩୨୧୪୫ କ୍ୱିଭିକ ମିଟର ଭର୍ତି ହୋଇ ଅବଶିଷ୍ଟ ୧୫୨୮୫୫ କ୍ୱିଭିକ୍ ମିଟର ଅଂଚଳ ଛାଡ଼ି ଦିଆଯାଇଛି । ସେହିପରି ଦେଉଳବେଡ଼ା ଖଣି ୨୦୦୬ରୁ ବନ୍ଦ ହୋଇଥିଲେ ମଧ୍ୟ ୩୩୦୪୪୦ କ୍ୱିଭିକ୍ ମିଟର୍ ବାଲିଭର୍ତି କରାଯିବାର ଆବଶ୍ୟକତା ରହିଛି । ଏଯାଏ ୧୦୬୧୦୦ କ୍ୱିଭିକ୍ ମିଟର୍ ବାଲିଭର୍ତି କରାଯାଇ ୨୨୪୩୦୦କ୍ୱିଭିକ୍ ମିଟର ଅଂଚଳ ଛାଡ଼ି ଦିଆଯାଇଛି । ମହାନଦୀ କୋଇଲା ଖଣି କର୍ତୁପକ୍ଷ ଏସଂକ୍ରାନ୍ତରେ କୌଣସି ପଦକ୍ଷେପ ନେଉନଥିବାରୁ ରାଜ୍ୟ ପ୍ରଶାସନ ପକ୍ଷରୁ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ପ୍ରକାଶ କରି ସାଂସଦ ଶ୍ରୀ ମହତାବ କହିଛନ୍ତି ଯେ, ୨କୋଇଲା ଖଣିରେ ମୋଟ୍ ୯.୧୫ କ୍ୱିଭିକ୍ ମିଟର ବାଲିଭର୍ତି କରିବା ଜାଗାରେ ମାତ୍ର ୫.୦୩ଲକ୍ଷ କ୍ୱିଭିକ୍ ମିଟର୍ ବାଲି ଏଯାଏ ଭର୍ତି କରାଯାଇଛି । ଯଦିଓ ଏଖଣି ଦୁଇଟି ୧୯୯୮ ଏବଂ ୨୦୦୬ରୁ ବନ୍ଦ ହେଲାଣି ତେବେ ତାଳଚେର ସହରବାସୀ କେତେ ସୁରକ୍ଷିତକୁ ନେଇ ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଳଚେରବାସୀଙ୍କ ତ୍ୟାଗରେ ଦେଶ ବିକଶିତ ହେଉଥିବା ବେଳେ ବର୍ତମାନ ଦୁଇଲକ୍ଷ ଧନଜୀବନ କେତେ ସୁରକ୍ଷିତ ଏଥିରୁ ସ୍ପଷ୍ଟ ବାରି ହେଉଛି ।





